ADS AREA

STUDENTS TIPS




*🎡ପଢୁଛନ୍ତି କିନ୍ତୁ ମନେ ରହୁନାହିଁ ?*
 
ଛାତ୍ରଛାତ୍ରୀଙ୍କ ମେମୋରି ବୃଦ୍ଧି ପାଇଁ ୧୫ଟି ସରଳ ଟିପ୍ସ...

1️⃣ ପର୍ଯ୍ୟାପ୍ତ ନିଦ (7–8 ଘଣ୍ଟା)
ମସ୍ତିଷ୍କ ତଥ୍ୟକୁ ସେଭ୍ କରିବାକୁ ନିଦ ଅତ୍ୟାବଶ୍ୟକ

2️⃣ ପୁନରାବୃତ୍ତି (Revision)
1 ଦିନ, 1 ସପ୍ତାହ, 1 ମାସରେ ପୁଣି same ପାଠ ପଢନ୍ତୁ — long-term memory ବଢେ
Revision is the key 

3️⃣ ଲେଖିଲେ ମନେ ରହେ ✍️
Short notes ତିଆରି କରନ୍ତୁ 
Exam ସମୟରେ revision ପାଇଁ easy ହେବ 
କେବଳ ପଢିବେ ନୁହେଁ, ଲେଖିବେ — retention ବହୁତ ବଢେ

4️⃣ ସ୍ୱସ୍ଥ ଖାଦ୍ୟ 🥗
ବାଦାମ, ଆଖରୋଟ, ଅଣ୍ଡା, ଫଳମୂଳ — brain power ବଢାଏ

5️⃣ ଯଥେଷ୍ଟ ପାଣି ପିଅନ୍ତୁ 💧
Dehydration ହେଲେ concentration କମିଯାଏ

6️⃣ Mobile distraction କମାନ୍ତୁ 📵
ପଢା ସମୟରେ phone ଦୂରେ ରଖନ୍ତୁ — focus ବଢେ

7️⃣ Pomodoro Technique ⏳
25 ମିନିଟ୍ ପଢନ୍ତୁ + 5 ମିନିଟ୍ ବିରତି — brain fresh ରହେ
କିନ୍ତୁ ବେଶି ସମୟ rest ନେବେନି 
ଏହି ବିରତି ସମୟରେ mobile use କରିବେନି 
ନଚେତ୍ 5min ବିରତି 1 hour ହେଇଯିବ 

8️⃣ Active recall & self-test 🧩
ନିଜକୁ ପଚାରନ୍ତୁ — “ମୁଁ କଣ ପଢିଲି?”
ପ୍ରତିଦିନ ଶୋଇବା ସମୟରେ ଦିନ ସାରା ଯାହା ପଢ଼ିଛନ୍ତି 
ମନେ ମନେ Recall କରନ୍ତୁ 

9️⃣ Regular exercise 🏃‍♂️
Exercise କଲେ brain କୁ blood flow ବଢେ — memory strong ହୁଏ

🔟 Stress କମାନ୍ତୁ 🧘‍♂️
ଅଧିକ ଚିନ୍ତା ମନେ ରଖିବାକୁ ବାଧା ଦିଏ

1️⃣1️⃣ Group study (ଠିକ୍ ଭାବରେ)
ଭଲ ପଢ଼ୁଥିବା ପିଲାଙ୍କ ସହ ପଢିଲେ, discussion ଦ୍ୱାରା ମନେ ଭଲ ରହେ

1️⃣2️⃣ Teach others 📚
ଅନ୍ୟକୁ ବୁଝାଇବା ଦ୍ୱାରା ଆପଣ ଦୁଇଗୁଣା ଶିଖନ୍ତି

1️⃣3️⃣ Mind maps & diagrams 🧠
ଯାହା ପଢୁଛନ୍ତି, ତାକୁ ଚିତ୍ର ଭାବରେ (memorize) କରି ପଢିଲେ ମସ୍ତିଷ୍କ ଶୀଘ୍ର ଧରେ

1️⃣4️⃣ Early morning study 🌅
ସକାଳ ସମୟରେ brain fresh ଥାଏ — retention ବଢେ

1️⃣5️⃣ Positive mindset 😊
“ମୁଁ ପାରିବି” — ଏହି ଭାବନା ମେମୋରିକୁ ଶକ୍ତିଶାଳୀ କରେ

“ସ୍ମାର୍ଟ ଭାବରେ ପଢନ୍ତୁ, ନିୟମିତ ରୁହନ୍ତୁ…
ସଫଳତା ଆପଣଙ୍କ ପଛେ ପଛେ ଆସିବ”
Consistency and Perseverance matters most in success.

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Ads Area